ବିନ୍ଦୁସାଗରରେ ବୁଡ଼ ପକାଇବା ମନା

92

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ଓଷା ପାଇଁ ଗାଇଡ୍ଲାଇନ୍ ଜାରି କରିଛି ବିଏମ୍ସି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ ନିଷେଧ କରାଯାଇଛି । ଆସନ୍ତା ୧୯ ତାରିଖ ପାଇଁ କଟକଣା ଜାରି କରିଛି ବିଏମ୍ସି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍ସି ପକ୍ଷରୁ କଟକଣା ଜାରି କରାଯାଇଛି । ବିନ୍ଦୁସାଗରରେ ବୁଡ଼ ପକାଇବାକୁ ନିଷେଧ କରାଯାଇଥିବା ବେଳେ ବିଏମ୍ସି ଅଧୀନରେ ଥିବା ସମସ୍ତ ଜଳାଶୟ ଉପରେ କଟକଣା ଜାରି କରାଯାଇଛି ।

Comments are closed.