ସହରୀ ସ୍ୱଚ୍ଛତାର ବିଶାଳ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭବିଷ୍ୟତ ନିମନ୍ତେ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ-ରାଷ୍ଟ୍ରପତି

69

ନୂଆଦିଲ୍ଲୀ : ଏକ ଆକଳନ ଅନୁସାରେ ଭାରତର ସହରର ଜନସଂଖ୍ୟା ଯାହା ୨୦୧୪ ମସିହାରେ ପ୍ରାୟ ୪୧ କୋଟି ଥିଲା ୨୦୧୫ ବେଳକୁ ତାହା ୮୧ କୋଟିରୁ ଅଧିକରେ ପହଂଚିବ । ପରିଣାମ ସ୍ୱରୂପ ସହରୀ ସ୍ୱଚ୍ଛତାର ବିଶାଳ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭବିଷ୍ୟତ ନିମନ୍ତେ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଟ୍ୱିଟ୍ ଜାରୀ ହୋଇଛି ।

Comments are closed.