ଟିଟିଲାଗଡ଼ର ନୂତନ ସିଡିପିଓ ଭାବେ ଦାୟିତ୍ଵ ଗ୍ରହଣକଲେ ଶ୍ରୀମତି ମିନାକ୍ଷୀ ରାଜ

66

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକର ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଭାବେ ଶ୍ରୀମତି ମିନାକ୍ଷୀ ରାଜ ଗତ ୩.୧୨.୨୦୨୧ ରୁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆମ ପ୍ରତିନିଧି କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଦେଖା କରିଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ ବ୍ଲକ ଅଧିନସ୍ଥ ସମସ୍ତ ମହିଳା ଓ ଶିଶୁ ମାନଙ୍କ ବିକାଶ କାର୍ଯ୍ୟକ୍ରମ ଏବଂ ସମସ୍ତ ସରକାରୀ ଯୋଜନାର ସଠିକ୍ ପରିଚାଳନା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହା ପୁର୍ବରୁ ଥିବା ଅଧିକାରିଣୀ ଶ୍ରୀମତି ମୃଣ୍ମୟୀ ଭୋଇଙ୍କୁ ବେଲପଡ଼ା ବଦଳି ହୋଇଯାଇଛି ।

Comments are closed.