ପାଟଣା ଅବକାରୀ ବିଭାଗ ଚଢ଼ାଉ ୪ଗିରଫ

0 70

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ସହ ୪ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଛି । ଖିରେଇଟାଙ୍ଗିରି ଗ୍ରାମ ର ବିରବର ନାଏକ,ତୁରୁମୁଙ୍ଗା ଗ୍ରାମ ର ପଦ୍ମମାବତୀ ଦେହୁରୀ,ଡାବ୍ରଚୁଆ ସାନସାହି ରୁ ମାଧବ ମୁଣ୍ଡା,କଣ୍ଟିଆପଡା ଗ୍ରାମ ରୁ ଉର୍ମିଳା ବେହେରା ଙ୍କ ବେଆଇନ ଭାବେ ମଦବିକ୍ର ଭାଟି ଉପରେ ଚଢ଼ାଉ କରି ମୋଟ ୭୭ଲିଟର ମଦ ଜବଦ ସହ ୪ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଛି । ଏହି ଚଢ଼ାଉ ରେ ପାଟଣା ଅବକାରୀ ବିଭାଗ ଅଧିକାରୀ ଜନାର୍ଦ୍ଦନ ପଳେଇ ନେତ୍ୱତ କ୍ରମେ ଅତିରିକ୍ତ ଅଧିକାରୀ ରଙ୍ଗାଧର ପାତ୍ର, କନେଷ୍ଟବଳ ମିଥୁନ କୁମାର ଜେନା,ଆରତୀ ବେହେରା ଚଢ଼ାଉ ରେ ସାମିଲ ଥିଲେ ।

Leave A Reply

Your email address will not be published.