ଗଞ୍ଜେଇ ସହ ଦୁଇ ଗିରଫ

0 73

 ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅଧିନରେ ଆଜି ସକାଳ ୯.୩୦ ମି ସମୟରେ ପୋଲିସ ପକ୍ଷରୁ ଉଦୟଗୁଡା ଗ୍ରାମର ନଇକୂଳ ଠାରେ ଗୋଟିଏ ଇଣ୍ଡିକା କାର, ଓ ଟି.ଭି.ଏସ ଆପ୍ପାଚି ଗାଡିଟିକୁ ଅନୁସନ୍ଧାନ କରି ଧରିଥିଲେ । ସେଥିରୁ ୨୭କେଜି ୬୧୦ଗ୍ରାମ ଗଞ୍ଜେଇ, ଦୁଇଟି ବିଭୋ ମୋବାଇଲ ଓ ଗୋଟିଏ ରେଡ୍ମି ମୋବାଇଲ । ଏସ୍.ବି.ଆଇ କାର୍ଡ ,ମାଷ୍ଟର କାର୍ଡ ସହ ଇଣ୍ଡିକା କାର୍ ଓର ୦୨ ଏଟି ୩୭୨୪ ଓ ମଟର ସାଇକଲ ଓଡି ୩୨ ସି ୮୫୯୩ କୁ ଜବତ କରି ସେଥିରେ      । ଦାଉ ରଇତ (୨୨) ଓ ସାନୁ ଆନନ୍ଦ (୨୮) ସେ    ତଣ୍ଡୀଗୁଡା ଗ୍ରାମର ସେମାନେ ଗୁଣୁପୁର ଅଞ୍ଚଳରୁ ଗଞ୍ଜେଇ      କରିଥିଲେ । ଏ ସମସ୍ତ କାର୍ଯ୍ୟ ଆର.ଉଦୟଗିରି ତହସିଲଦାର ନାରାୟଣ ବେହେରାଙ୍କ ଉପସ୍ତିତରେ ଥାନାର ଏସ୍.ଆଇ ମୁକେଶ ରାକ୍ରା ଅନୁସନ୍ଧାନ କାରି ରଖିଥିଲେ ।

Leave A Reply

Your email address will not be published.