ଝାରସୁଗୁଡ଼ା OMVDଙ୍କ ଘରେ ଭିଜିଲାନ୍ସ ରେଡ୍

0 62

ବ୍ରହ୍ମପୁର : ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମରେ ସମେତ ଅନେକ ସ୍ଥାନରେ ଚଢାଉ କରାଯାଇଛି । ତେବେ ଏହି ଚଢାଉ ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଜବତ ହୋଇଛି । ହେଲେ ଅନ୍ୟା ସ୍ଥାନରୁ କଣ କେତେ ଜବତ ହୋଇଛି ତାହା ଜଣାପଡିନି । ଚଢାଉ ପରେ ତାହା ସାମ୍ନାକୁ ଆସିବ ।

Leave A Reply

Your email address will not be published.