କମିବ ଟୋଲ ଶୁକ୍ଳ

0 68

ନୂଆଦିଲ୍ଲୀ: ଯ।ତ୍ରୀଙ୍କ ପ।ଇଁ ଆଗ।ମୀ ଦିନରେ ର।ଜପଥରେ ଯ।ତ୍ର। ଶସ୍ତ। ହେବ । କ।ରଣ ଟୋଲ ଗୋଟ୍ରେ ନିଆଯ।ଉଥିବ। ଶୁକ୍ଳ ନିୟମକୁ ସରକ।ର କିଛି ପରିବର୍ତ୍ତମନ କରିବ।କୁ ଯ।ଉଛନ୍ତି । ମିଳିଥିବ। ସୂଚନ। ଅନୁସ।ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏନେଇ ଗତକ।ଲି ଲୋକସଭ।ରେ ଆଲୋଚନ। କରିଛନ୍ତି । ସେ କହିଛନ୍ତି ବର୍ତ୍ତମ।ନ ର।ଜପଥରେ ଟୋଲ ପ୍ଲ।ଜ।ର ସଂଖ୍ୟ। ସୀମିତ ରହିଛି । ସ୍ଥ।ନୀୟ ଲୋକଙ୍କୁ ଆଉ ଟୋଲ ଦେବ।କୁ ପଡିବ ନ।ହିଁ । ସେମ।ନଙ୍କ ପ।ଇଁ ପ।ସ ଦେବ।କୁ ଯୋଜନ। ହେଉଛି । ତ।ହ। ସହ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ସରକ।ର ଆସନ୍ତ। ୩ ମ।ସ ମଧ୍ୟରେ ଦେଶରେ ଟୋଲ ପ୍ଲ।ଜ।ର ସଂଖ୍ୟ। ହ୍ର।ସ କରିବେ । ୬୦ କିଲୋମିଟର ଦୂରତ। ମଧ୍ୟରେ କେବଳ ଗୋଟିଏ ଟୋଲ ପ୍ଲ।ଜ। ରହିବ । ୬୦ କିମି ଭିତରେ ରହିଥିବ। ଅନ୍ୟ ସବୁ ଟୋଲ ପ୍ଲ।ଜ। ଗୁଡ଼ିକୁ ୩ ମ।ସ ମଧ୍ୟରେ ବନ୍ଦ କରିଦିଆଯିବ । ଟୋଲ ପ୍ଲ।ଜ। ନିକଟରେ ରହୁଥିବ। ଲୋକଙ୍କୁ ଆଉ ଟୋଲ ଦେୟ ଦେବ।କୁ ପଡ଼ିବ ନ।ହିଁ । କ।ରଣ ସେମ।ନଙ୍କୁ ପ।ସ୍ ଦିଆଯିବ । ପ।ସ୍ ଦେଖ।ଇ ସେମ।ନେ ଯ।ତ।ୟ।ତ କରିପ।ରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.