ଦୁଇଟି ହାତୀ ଦାନ୍ତ ଜବତ, ୨ ଗିରଫ

0 65
ଗୁଣପୁର/ଗୁଡ଼ାରୀ,:ରାୟଗଡ଼ା ଜିଲା ଗୁଡ଼ାରୀ ବନାଞ୍ଚଳର ପଦ୍ମପୁର ତହସିଲ ହସ୍ତିନାପୁର ନିକଟ କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ କରିଛି ବନବିଭାଗ । ଏଥିସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଜବତ କରାଯାଇଥିବା ହାତୀ ଦାନ୍ତ ଦୁଇଟିର ଓଜନ ୩ କେଜି ୭୦ଗ୍ରାମ ଓ ୩କେଜି ୩୧୦ ଗ୍ରାମ ବୋଲି ଜଣାପଡିଛି। ଗିରଫ ଦୁଇଜଣ ହେଲେ ପଦ୍ମପୁର ତହସିଲ୍‌ର କିନ୍ଦ୍ରାଗୁଡା ଗାଁର ଜାକବ ମାଝୀ ଓ ଡେରିଗାଁର ପଦ୍ମନ କାଡ୍ରାକା।
Leave A Reply

Your email address will not be published.