ଅଟୋବାଇକ ମୁଁହାମୁଁହିଁ ଧକା: ୬ ଗୁରୁତର

0 76

ସାଲେପୁର: ସାଲେପୁର ର ମାରଡା ନିକଟରେ ଚିତ୍ରୋତ୍ପଳା ନଦୀବନ୍ଧ ରେ ବାଇକ ଓ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ 6 ଜଣ ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁଯାଇ ଏହି ଧକ୍କା ହେବା ଯୋଗୁଁ ଭାରସାମ୍ୟ ହରାଇ ଅଟୋଟି ଚିତ୍ରୋତ୍ପଳା କେନାଲ ମଧ୍ୟ କୁ ଓଲଟି ପଡିଥିଲା। ଦୁର୍ଘଟଣା ରେ ୬ ଜଣ ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ ସାଲେପୁର ଗୋଷ୍ଠିସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.