କେନ୍ଦ୍ରାଞ୍ଚଳ ଅଗ୍ନିସମ କାର୍ଯ୍ୟାଳୟ ର ନୂତନ ଗୃହ ଉଦ୍ଘାଟିତ l

0 85

ଆଜି କଟକ ବକ୍ସି ବଜାର ଠାରେ କେନ୍ଦ୍ରାଞ୍ଚଳ ଅଗ୍ନିସମ କାର୍ଯ୍ୟାଳୟ ର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି। କଟକ ସହ ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ରେଞ୍ଜ ଫାୟାର ଅଫିସ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର , ଫାୟାର ଏଡିଜି ସନ୍ତୋଷ ଉପାଧ୍ୟାୟ, ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ , କଟକ ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥତ ଥିଲେ। ଏହି ଉଦ୍ଘାଟନୀ ଅବସରରେ ପ୍ରଥମେ ଫାୟାର ସେଲ୍ୟୁଟ ଓ ପରେ ନିଆଁ କୁ ଆୟତ୍ତ କରିବା ନିମନ୍ତେ ଏକ ମକ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା।

Leave A Reply

Your email address will not be published.