ସଚିନ ପାଇଲଟ ଙ୍କ ଭାଗ୍ୟ ଏବେ ଅନ୍ଧାର ରେ ||ରାଜସ୍ଥାନ ରେ ରାଜନୈତିକ ହଲଚଲ ||

0 80

ରାଜସ୍ଥାନ ରେ ସବୁ ସମୟ ରେ ରାଜନୈତିକ ହଲଚଲ ଲାଗିରହିଥିବା ବେଳେ ଆପ ପାର୍ଟି ର ଚିତୋରଗଡ଼ ସଂଯୋଜକ ଅନିଲ ସୁଖବାଲ ଏକ ଗୁରୁରତ୍ୱପୁର୍ଣ ବୟାନ ଜାରି କାରି ରାଜନୈତିକ ମହଲ ରେ ହଲଚଲ ସୃଷ୍ଟି କରିଛନ୍ତି | ସେ କହିଛନ୍ତି ଯେ ରାଜ୍ୟ ସଭା ନିର୍ବାଚନ ଲାଗି ରାଜସ୍ଥାନ ରୁ କଂଗ୍ରେସ ର ୩ ଜଣ ପ୍ରାଥୀ ଙ୍କ ଘୋଷଣ ସହିତ ରାଜ୍ୟ ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଙ୍କ ଲାଗି କଂଗ୍ରେସ ରେ ସମ୍ଭାବନା ଶେଷ ହୋଇ ଯାଇଛି |ଏହି ପ୍ରାର୍ଥୀ ଙ୍କ ସହିତ ଅଶୋକ ଗେହେଲଟ ଙ୍କ ସମ୍ବଦ୍ଧ ମଜଭୁତ ଥିବା ହୋଇଯାଇଛି | ଯାହା ଫଳରେ ସଚିନ ପାଇଲଟ ଙ୍କର ଗୁରୁତ୍ୱ କମି ଯାଇଛି |

Leave A Reply

Your email address will not be published.