କାଶ୍ମୀର ରେ ଗୁଳି ବିନିମୟ : ଭାରତୀୟ ସେନା ଙ୍କ ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ ||

0 56

କାଶ୍ମୀର ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ | ଫଳରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି | ଏନ୍କାଉଣ୍ଟର ଘଟି ଲସ୍କର ଏ ତୋଏବାର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି |
ଖବର ଅନୁସାରେ ଷୋମବାର ସୁରକ୍ଷା ବାହିନୀ ଙ୍କୁ ଚକ୍ତରାସ ଅଂଚଳ ରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା | ଏହା ପରେ ସେନା ଓ ସ୍ଥାନୀୟ ପୋଲିସ ମିଶି କମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ | ଗୁଳିବିନିମୟ ବେଳେ ଯବାନ ଙ୍କ ପାଲଟା ଆକ୍ରମଣ ରେ ୨ ଆତଙ୍କବାଦୀ ନିହତ ହୋଇଥିଲେ |ସେମାନଙ୍କଠାରୁ ବିପୁଳ ପରିମାଣ ର ଅସ୍ତ୍ରଶସ୍ତ୍ର ଜବତ ହୋଇଛି | ଆହୁରି ଆତଙ୍କବାଦୀ ଲୁଚିରହିଥିବା ଅନୁମାନ କରାଯାଉଛି ବୋଲି ଆଇଜିପି ବିଜୟ କୁମାର କହିଛନ୍ତି |କାଶ୍ମୀର ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ | ଫଳରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି | ଏନ୍କାଉଣ୍ଟର ଘଟି ଲସ୍କର ଏ ତୋଏବାର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି |
ଖବର ଅନୁସାରେ ଷୋମବାର ସୁରକ୍ଷା ବାହିନୀ ଙ୍କୁ ଚକ୍ତରାସ ଅଂଚଳ ରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା | ଏହା ପରେ ସେନା ଓ ସ୍ଥାନୀୟ ପୋଲିସ ମିଶି କମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ | ଗୁଳିବିନିମୟ ବେଳେ ଯବାନ ଙ୍କ ପାଲଟା ଆକ୍ରମଣ ରେ ୨ ଆତଙ୍କବାଦୀ ନିହତ ହୋଇଥିଲେ |ସେମାନଙ୍କଠାରୁ ବିପୁଳ ପରିମାଣ ର ଅସ୍ତ୍ରଶସ୍ତ୍ର ଜବତ ହୋଇଛି | ଆହୁରି ଆତଙ୍କବାଦୀ ଲୁଚିରହିଥିବା ଅନୁମାନ କରାଯାଉଛି ବୋଲି ଆଇଜିପି ବିଜୟ କୁମାର କହିଛନ୍ତି |

Leave A Reply

Your email address will not be published.