ବାରବାଟୀ ମ୍ୟାଚ ରେ ମାସ୍କ ପିନ୍ଧିବାକୁ ପରାମର୍ଶ ||

0 90

ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଖେଳାଯିବ । ହଜାର ହଜାର ଦର୍ଶକ ଏକାଠି ହେବେ । ଏଠାରେ ମଧ୍ୟ ସଂକ୍ରମଣ ବଢିବା ବିପଦ ରହିଛି । ତେଣୁ ବାରବାଟୀ ମ୍ୟାଚରେ ସମସ୍ତ ଦର୍ଶକ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ରାଜ୍ୟରେ ମଧ୍ୟ ସଂକ୍ରମଣ ବଢିଛି |

Leave A Reply

Your email address will not be published.