ହତ୍ୟା ମାମଲାରେ ଜଡିତ ଫେରାର ଅଭିଯୁକ୍ତ ଗିରଫ

0 85

ଜୟପୁର :ହତ୍ୟା ମାମଲାରେ ଜଡିତ ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ କୁସୁମପୁଟ ଗ୍ରାମର ଅର୍ଜୁନ ଖରା (୩୬) । ୨୦୨୨ ଏକ ହତ୍ୟା ମାମଲା ରେ ଜଡିତ ଥିବା ବେଳେ ସେହି ଦିନ ଠାରୁ ଫେରାର ଥିଲା । ତାନାମରେ ଓାରେଣ୍ଟି ମଧ୍ୟ ଜାରି ହୋଇଥିଲା । ଆଜି କୁସୁମପୁଟ ଗ୍ରାମରୁ ଅଭିଯୁକ୍ତ ଅର୍ଜୁନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଟାଉନ ଥାନା ଅଧିକାରି ସଞ୍ଜୟ କୁମାର ମଣ୍ଡଳ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.