ଦୁବାଇରୁ ଭୁବନେଶ୍ୱରକୁ ବିମାନ ସେବା

0 78

ଭୁବନେଶ୍ୱର : ଦୁବାଇରୁ ଭୁବନେଶ୍ୱର ଉଡ଼ିବ ବିମାନ । ଖୁବଶୀଘ୍ର ଭୁବନେଶ୍ୱର ସହ ବିମାନସେବା ଯୋଡ଼ିହେବ ବୋଲି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରବାସୀ ଓଡ଼ିଆ ଯେପରି ଅସୁବିଧାର ସମ୍ମୁଖିନ ନ ହେବେ ସେଥିପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଥର ଦୁବାଇରୁ ସିଧାସଳଖ ଭୁବନେଶ୍ୱର କୁ ବିମାନ ଉଡ଼ାଣ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.