ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ

0 91

ବରଗଡ : ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ । ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁର ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ୨୦ ବର୍ଷୀୟ କାର୍ତ୍ତିକ ଭୁଏକୁ ସଦର ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବରଗଡ଼ ସଦର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାସ୍ଥଳକୁ ସିଲ୍ କରିଛି । ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.