ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ

0 86

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ l ଆଜିର ଦିନଟି ଆମ ଓଡ଼ିଆ ମାନଙ୍କ ନବବର୍ଷ ଭାବରେ ପାଳନ କରାଯାଇ ଥାଏ l ବର୍ଷର ୧୨ ଟି ମାସରେ ବାର ଟି ସଂକ୍ରାନ୍ତି ପଡିଥାଏ l ବୈଶାଖ ମାସର ସଂକ୍ରାନ୍ତି ଦିନ କୁ ମହାବିଷୁଭ ସଂକ୍ରାନ୍ତି ଭାବରେ ପାଳିତ ହୋଇଥାଏ ଏହିଦିନ ସୂର୍ଯ୍ୟଦେବ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି l ଆଜିର ଦିନରେ ହନୁମାନ ଜୟନ୍ତୀ ମଧ୍ୟ ଓଡ଼ିଶାର ସମସ୍ତ ସ୍ଥାନରେ ପାଳିତ ହୋଇଥାଏ l ହନୁମାନ ହେଉଛନ୍ତି ମହାଦେବ ଙ୍କ ୧୧ ତମ ରୁଦ୍ର ଅବତାର l ଚଳିତ ଥର ହନୁମାନ ଜୟନ୍ତୀ ରେ ବିଶେଷ ଭାବରେ ଲକ୍ଷ୍ମୀ ନାରାୟଣ ଯୋଗ ଘଟୁଛି l ଯାହାକି ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ l

ହନୁମାନ ଜୟନ୍ତୀ ଦିନ ବିଶେଷ ଯୋଗ ଘଟୁଥିବା କାରଣରୁ ମହାବେଳୀ ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ଓ ବାଧା ଜୀବନ ରୁ ଦୁରେଇ ଯିବ l ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଦିନରେ କିଛିଟା ଉପାୟ କରିବା ଦ୍ୱାରା ଜୀବନ ରୁ ଆର୍ଥିକ ଅନାଟନ ରୁ ତ୍ରାହି ମିଳିବ l

Leave A Reply

Your email address will not be published.