ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ କଟିଲା ·ଲାଣ

0 62

ମୁମ୍ବାଇ, ୧୯ା୧୦: ଖତରୋଁ କେ ଖିଲାଡି ରୋହିତଶର୍ମା । ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେରେ କାରଚଳାଇ ସ୍ପିଡରେ ମାରିଲେ ଡବଲ ସେଞ୍ଚୁରି ।ବ୍ୟାଟିଂରେ ବିରୋଧୀ ଶିବିରରେ ଭୂକମ୍ପ ମ·ଉଥିବାରୋହିତଙ୍କ ଅନ୍ୟ ଏକ ଅବତାର ଦେଖିବାକୁମିଳିଛି । ରୋହିତ ଶର୍ମାଙ୍କ ସ୍ପିଡ ଡ୍ରାଇଭିଂ ବିଷୟରେ,ଯାହା ଆପଣଙ୍କ ପରି ପ୍ରଶଂସକଙ୍କ ଛାତି ଥରାଇଦେବ । ପାକିସ୍ତାନ ସହ ମ୍ୟାଚ ପରେଅହମଦାବାଦରୁ ମୁମ୍ବାଇ ଯାଇ ପରିବାର ସହ ଦୁଇଦିନ ବିତାଇବା ପରେ ମଙ୍ଗଳବାର ଖେଳାଳିଙ୍କ ସହଯୋଗଦେବାକୁ ପୁନେ ବାହାରିଥିଲେ ରୋହିତ । ନିଜବ୍ଲୁ କଲରର ସ୍ପୋର୍ଟସ କାର ଲାମ୍ବୋରଗିନିର ପଛସିଟରେ ଡ୍ରାଇଭରକୁ ବସାଇ ଦେଇ ନିଜେ ଡ୍ରାଇଭକରିଥିଲେ ରୋହିତ । ଶୂନଶାନ ରାସ୍ତାରେ କାରକୁଖୁବ ସ୍ପିଡରେ ଦୌଡାଇଥିଲେ ରୋହିତ । ୨ଶହରୁଅଧିକ ସ୍ପିଡରେ ଦୌଡିଥିଲା ହାଇ ସ୍ପିଡ କାରଲମ୍ବୋରଗିନି । ଏପରିକି କିଛି କିଛି ପଏଣ୍ଟରେକାରର ସ୍ପିଡୋମିଟର ୨୧୫ କିଲୋମିଟରଟାର୍ଗେଟକୁ ଛୁଇଁଥିଲା । ହେଲେ ଟ୍ରାକ କ୍ୟାମେରାଏହାକୁ ଛାଡିନଥିଲା । ହାଇ ସ୍ପିଡରେ ଯାଇଧରାପଡିଛନ୍ତି ରୋହିତ ଶର୍ମା । ଆଉ ପାଇଛନ୍ତି ତିନିତିନିଟି ଅନଲାଇନ ·ଲାଣ । ରୋହିତଙ୍କ ଏପରିସ୍ପିଡ ଡ୍ରାଇଭକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଟ୍ରାଫିକପୋଲିସ କର୍ତ୍ତୃପକ୍ଷ । ଏତେ ସ୍ପିଡରେ ପୁନେ ଯିବାବଦଳରେ ଟିମ ବସରେ ଯାଇଥିଲେ ଭଲହୋଇଥାନ୍ତା ବୋଲି ସେମାନେ କହିଛନ୍ତି । ରୋହିତଖୁବ୍ ସ୍ପିଡରେ କାର ଚଳାନ୍ତି ବୋଲି ଜଣାଶୁଣା ।ହେଲେ ଏତେ ସ୍ପିଡରେ କାର ଚଳାଇବା ଆଦୌଭଲ କଥା ନୁହେଁ ବୋଲି ସେମାନେ ସତର୍କକରିଦେଇଛନ୍ତି । ଏଇଠି ଦୁଇଟି ଉଦାହରଣଦେଉଛୁ । ସ୍ପିଡ ଡ୍ରାଇଭିଂ କେତେ ଖତରନାକ ।ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ସ୍ପିଡ ଡ୍ରାଇଭିଂକରି ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସମିସ୍ତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା ।ମର୍ସିଡେଜ ବେଞ୍ଜ ଏସ୍ୟୁଭିକୁ ଶହେ ସ୍ପିଡରେଚଲାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ସାଇରସମିସ୍ତ୍ରୀ । ସେହିପରି ଖୁବ ସ୍ପିଡରେ କାର ଚଳାଇକ୍ରିକେଟର ଋଷଭ ପନ୍ତ ମଧ୍ୟ ଏପର୍ଯ୍ୟନ୍ତଖେଳିବାକୁ ଫିଟ ହୋଇନାହାଁନ୍ତି । ତେଣୁ ସ୍ପିଡ ସୁଖଦିଏ କନ୍ତୁ ଜୀବନ ବି ନିଏ

Leave A Reply

Your email address will not be published.