୧୦୧ ଟଙ୍କା ବଢଲିÿ । ବ୍ୟାବସାୟକି ଏଲପ୍ ଜି ି ଦର

0 66

ନୂଆଦିଲ୍ଲୀ: ଆଜିଠାରୁ ତୈଳ କମ୍ପାନିସବୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ୧୯
କିଲୋବିଶିଷ୍ଟ “ଏଲ୍ପିଜି’ ସିଲିଣ୍ଡରମୂଲ୍ୟ ୧୦୧.୫୦ ପଇସା ବୃଦ୍ଧିକରିଛନ୍ତି । ନୂଆ ଦର ଅନୁସାରେ
ସମ୍ପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେବ୍ୟାବସାୟିକ “ଏଲ୍ପିଜି’ ସିଲିଣ୍ଡରରମୂଲ୍ୟ ୧୮୩୩ ଟଙ୍କା । ଗତ
ମାସରେ ଦିଲ୍ଲୀରେ ପୂର୍ବରୁ ଏହାରମୂଲ୍ୟ ଥିଲା ୧,୭୩୧ ଟଙ୍କା ।ସେହିପରି, ଆଜିଠାରୁ ଏହି
“ଏଲ୍ପିଜି’ ସିଲିଣ୍ଡର ମୂଲ୍ୟମୁମ୍ବାଇରେ ୧,୭୮.୫୦,କୋଲ୍କାତାରେ ୧,୯୪୩ ଟଙ୍କା,
ଚେନ୍ନାଇରେ ୧,୯୯୯.୫୦ରେବିକ୍ରୟ କରାଯିବ ।ଅକ୍ଟୋବରମାସରେ ବ୍ୟାବସାୟିକ “ଏଲ୍ପିଜି’
ସିଲିଣ୍ଡରର ଦର ମୁମ୍ବାଇରେ୧,୬୮୪, କୋଲ୍କାତାରେ୧,୮୩୯.୫୦ ଓ ଚେନ୍ନାଇରେ
୧,୮୯୮ ଥିଲା । କିନ୍ତୁ ଘରେ ରନ୍ଧନଲାଗି ବ୍ୟବହୃତ ୧୪.୨କିଲୋବିଶିଷ୍ଟ “ଏଲ୍ପିଜି’ ସିଲିଣ୍ଡର୍ର
ମୂଲ୍ୟ ଅପରିବର୍ତ୍ତିତ ରହିଛି । ସମ୍ପ୍ରତିଏହି “ଏଲ୍ପିଜି’ ସିଲିର୍ଣ୍ଡ ପିଛା ୯୦୩ଟଙ୍କାରେ ବିକ୍ରିୟ ହେଉଛି ।
ସୂଚନାଯୋଗ୍ୟ, ଅକ୍ଟୋବର ମାସପହିଲାରେ ବି ବ୍ୟାବସାୟିକକ୍ଷେତ୍ରରେ ବ୍ୟବହୃତ ୧୯ କିଲୋ

Leave A Reply

Your email address will not be published.