୨୦୨୪ ପାଇଁ ଆସିଲା ଚୂଡ଼ାନ୍ତ ଭୋଟର ତାଲିକା

0 50

ରାଜ୍ୟରେ ମୋଟ ୩.୩୨କୋଟି ଭୋଟର ଭୁବନେଶ୍ୱର, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ଲକ୍ଷ ୩୬ହଜାର ୩୬୦। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା
୧କୋଟି ୬୮ଲକ୍ଷ ୫୦ହଜାର ୯୪୯ଜଣ ଥିବାବେଳେ ୧କୋଟି ୬୩ଲକ୍ଷ ୮୨ହଜାର ୩୧ଜଣ ମହିଳା ଭୋଟର ଅଛନ୍ତି । ଯୁବ ଭୋଟର(୧୮- ୧୯ବର୍ଷର)ଙ୍କ ସଂଖ୍ୟା ୭ଲକ୍ଷ ୫୪ହଜାର ୯୪୬ । ଏହାସହିତ ରାଜ୍ୟରେ ମହିଳା ଓ ପୁରୁଷ ଭୋଟରଙ୍କ ମଧ୍ୟରେ ଲିଙ୍ଗଗତ ଅନୁପାତରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇଛି। ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ମଧ୍ୟରେ ୯୭୨ଜଣ ମହିଳା ଭୋଟର ଅଛନ୍ତି। ଯାହାକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରତି ଏକହଜାର ପୁରୁଷରେ ୯୪୬ ଥିଲା। ୨୦୨୩ ଚିଠା ଭୋଟର ତାଲିକାରେ ୯୬୩ ଥିଲା। ଆଜି ଏକ ସାମ୍ବାଦିକ ସମ୍ମକିଳନୀରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୪ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ
ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ରାଜ୍ୟରେ ୨୦୨୩ ଅକ୍ଟୋବର ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଏହି ଭୋଟର ତାଲିକାରେ ସଂଶୋଧନ ପାଇଁ ବ୍ୟାପକ କାର୍ଯ୍ୟକ୍ରମକରାଯାଇଥିଲା। ଏବେ ସଂଶୋଧିତ ଭୋଟର ତାଲିକାରେ ଏହି ମୋଟ ଭୋଟରଙ୍କ|

 

Leave A Reply

Your email address will not be published.