ନବନିଯୁକ୍ତ ଇଞ୍ଜିନିୟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

0 51

ଲୋକଙ୍କ ଉନ୍ନତି ପାଇଁ ନିଷ୍ଠାର ସହ କାମ କର ଭୁବନେଶ୍ୱର,୫୦୪ ନିୟର ଆଜି ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନରେ ୩୯୮ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ ୭୮ ଜଣଙ୍କୁ ଓଡ଼ିଶା ମ୍ୟୁନିସି।ଲ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତି ଦିଆଯାଇଛି। ୨୮ ଜଣଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତ ହୋଇଛନ୍ତି। ନବନିଯୁକ୍ତ ସିଭିଲ ଜୁନିଅର ଇଞ୍ଜିନିୟରଙ୍କ ପାଇଁ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେଆୟୋଜିତ “ଇଣ୍ଡକସନ କାର୍ଯ୍ୟକ୍ରମ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସମସ୍ତେ ଯୁବକ, ଆତ୍ମବିଶ୍ୱାସୀ ଓ ଉତ୍ସାହିତ। ଆପଣମାନେ ଜନସାଧାରଣଙ୍କ ସେବା ଓ ସେମାନଙ୍କ ଉନ୍ନତି ପାଇଁ ନିଯୁକ୍ତି ପାଇଛନ୍ତି। ଏଥିପାଇଁନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ୫-ଟି ନୀତି ଅନୁସରଣ କରି ଓଡ଼ିଶାର ରୂପାନ୍ତରୀକରଣରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ସମାଜର ପ୍ରତି କ୍ଷେତ୍ରରେ ତାଙ୍କୁ ସରକାର ରୂପାନ୍ତରୀକରଣ ପାଇଁ ଅଭିଯାନ ଆରମ୍ଭ କରିଛି। ଲୋକଙ୍କ ଜୀବନଧାରଣରେଗୁଣାତ୍ମକ ଉନ୍ନତି ପାଇଁ ବି ରାଜ୍ୟ ସରକାର ପ୍ରୟାସରତ। ୨୪ ଘଣ୍ଟା ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ପାନୀୟ ଜଳ ଯୋଗାଣ ରୂପାନ୍ତରୀକରଣ ପଦକ୍ଷେପ ମଧ୍ୟରୁ ଅନ୍ୟତମ। ଦିଲ୍ଲୀ, ମୁମ୍ବାଇ ଭଳି ବୃହତ ସହରରେ ମଧ୍ୟ ଏଭଳି ବ୍ୟବସ୍ଥା ଆଜି ଯାଏ ହୋଇପାରିନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭିତ୍ତିଭୂମି ନିର୍ମାଣ ପାଇଁ ଆପଣମାନେ କାମ କରିବେ ବୋଲି ନୂଆ ଇଞ୍ଜିନିୟରମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ। ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ ଥିବା ବସୁଧା, ଗରିମା, ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌, ଜାଗା ମିଶନ ଅଧୀନସ୍ଥ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ପାଇଁ ଘର ସମେତ ଅନ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ତୃଣମୂଳ ସ୍ତରରେ ନୂଆ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଯେ, ଦିନ ଥିଲା ଆର୍ଥିକ ଅସୁବିଧା ଯୋଗ ନୂଆ ନିଯୁକ୍ତି ହୋଇପାରୁ ନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଥିକ ପରିସ୍ଥିତିର ସୁପରିଚାଳନାଳନା ଯୋଗୁଁ ଏବେ ମାସକୁ ଦୁଇ ତିନିଥର ନିଯୁକ୍ତି ହେଉଛି। ଗୃହ ନିର୍ମାଣ ଓ ସହର ବିକାଶ ମନ୍ତ୍ରୀ ଉଷା ଦେବୀ ଏହି ଅବସରରେ କହିଥିଲେ ଯେ, ଜନସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପାଇଁ ଜଳ ବେଶ୍‌ ଗୁରୁତ୍ୱୂର୍ଣ୍ଣ। ଏ କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ଇଞ୍ଜିନିୟରମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱ ବହନ କରେ। ତିନି ନୂଆ ଇଞ୍ଜିନିୟର -ଆଶାଶ୍ରୀ ସାହୁ, ସଞ୍ଜିବ ମହନ୍ତ ଓ ସ୍ମୁତିପ୍ରଜ୍ଞା ଛୋଟରାୟ ନିଯୁକ୍ତି ପ୍ରକ୍ରିୟା ନେଇ ସେମାନଙ୍କର ଅଭିଜ୍ଞତା କହିଥିଲେ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ଶୀଘ୍ରହୋଇଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି। ଚାକିରୀ କାଳରେ ୫-ଟି ନୀତି ଅନୁସରଣ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଜି. ମାଥିଭାଥନନ ନୂଆ ଇଞ୍ଜିନିୟରଙ୍କୁ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ସହ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏସ.କେ ଲୋହାନୀ ନିଜର ସ୍ୱ।ଗତ ଭାଷଣରେ ୫-ଟି ଓ ମୋ ସରକାରର ଗୁରୁତ୍ୱ ସମ୍ପର୍କରେ କହିଥିଲେଜଣ ସିଭିଲ ଜୁନିଅର ଇଞ୍ଜିନିୟର।ଲୋକଙ୍କ ଉନ୍ନତି ପାଇଁ ନିଷ୍ଠାର ସହ କାମ କର ଭୁବନେଶ୍ୱର,୫୦୪ ନିୟର ଆଜି ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନରେ ୩୯୮ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ ୭୮ ଜଣଙ୍କୁ ଓଡ଼ିଶା ମ୍ୟୁନିସି।ଲ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତି ଦିଆଯାଇଛି। ୨୮ ଜଣଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରରେ ନିଯୁକ୍ତ ହୋଇଛନ୍ତି। ନବନିଯୁକ୍ତ ସିଭିଲ ଜୁନିଅର ଇଞ୍ଜିନିୟରଙ୍କ ପାଇଁ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ “ଇଣ୍ଡକସନ କାର୍ଯ୍ୟକ୍ରମ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସମସ୍ତେ ଯୁବକ, ଆତ୍ମବିଶ୍ୱାସୀ ଓ ଉତ୍ସାହିତ। ଆପଣମାନେ ଜନସାଧାରଣଙ୍କ ସେବା ଓ ସେମାନଙ୍କ ଉନ୍ନତି ପାଇଁ ନିଯୁକ୍ତି ପାଇଛନ୍ତି। ଏଥିପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ୫-ଟି ନୀତି ଅନୁସରଣ କରି ଓଡ଼ିଶାର ରୂପାନ୍ତରୀକରଣରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ସମାଜର ପ୍ରତି କ୍ଷେତ୍ରରେ ତାଙ୍କୁ ସରକାର ରୂପାନ୍ତରୀକରଣ ପାଇଁ ଅଭିଯାନ ଆରମ୍ଭ କରିଛି। ଲୋକଙ୍କ ଜୀବନଧାରଣରେ
ଗୁଣାତ୍ମକ ଉନ୍ନତି ପାଇଁ ବି ରାଜ୍ୟ ସରକାର ପ୍ରୟାସରତ। ୨୪ ଘଣ୍ଟା ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ପାନୀୟ ଜଳ ଯୋଗାଣ ରୂପାନ୍ତରୀକରଣ ପଦକ୍ଷେପ ମଧ୍ୟରୁ ଅନ୍ୟତମ। ଦିଲ୍ଲୀ, ମୁମ୍ବାଇ ଭଳି ବୃହତ ସହରରେ ମଧ୍ୟ ଏଭଳି ବ୍ୟବସ୍ଥା ଆଜି ଯାଏ ହୋଇପାରିନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମେ ରାଜ୍ୟର
ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭିତ୍ତିଭୂମି ନିର୍ମାଣ ପାଇଁ ଆପଣମାନେ କାମ କରିବେ ବୋଲି ନୂଆ ଇଞ୍ଜିନିୟରମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ। ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ ଥିବା ବସୁଧା, ଗରିମା, ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌, ଜାଗା ମିଶନ ଅଧୀନସ୍ଥ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ପାଇଁ ଘର ସମେତ ଅନ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ତୃଣମୂଳ ସ୍ତରରେ ନୂଆ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ
ପ୍ରଦୀପ ଅମାତ କହିଥିଲେ ଯେ, ଦିନ ଥିଲା ଆର୍ଥିକ ଅସୁବିଧା ଯୋଗ ନୂଆ ନିଯୁକ୍ତି ହୋଇପାରୁ ନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଥିକ ପରିସ୍ଥିତିର
ସୁପରିଚାଳନାଳନା ଯୋଗୁଁ ଏବେ ମାସକୁ ଦୁଇ ତିନିଥର ନିଯୁକ୍ତି ହେଉଛି। ଗୃହ ନିର୍ମାଣ ଓ ସହର ବିକାଶ ମନ୍ତ୍ରୀ ଉଷା ଦେବୀ ଏହି ଅବସରରେ କହିଥିଲେ ଯେ, ଜନସ୍ୱାସ୍ଥ୍ୟ
ଓ ପରିମଳ ବ୍ୟବସ୍ଥା ପାଇଁ ଜଳ ବେଶ୍‌ ଗୁରୁତ୍ୱୂର୍ଣ୍ଣ। ଏ କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ଇଞ୍ଜିନିୟରମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱ ବହନ କରେ। ତିନି ନୂଆ ଇଞ୍ଜିନିୟର -ଆଶାଶ୍ରୀ ସାହୁ, ସଞ୍ଜିବ ମହନ୍ତ ଓ ସ୍ମୁତିପ୍ରଜ୍ଞା ଛୋଟରାୟ ନିଯୁକ୍ତି ପ୍ରକ୍ରିୟା ନେଇ ସେମାନଙ୍କର ଅଭିଜ୍ଞତା କହିଥିଲେ। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ଶୀଘ୍ର ହୋଇଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି। ଚାକିରୀ କାଳରେ ୫-ଟି ନୀତି ଅନୁସରଣ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଜି. ମାଥିଭାଥନନ ନୂଆ ଇଞ୍ଜିନିୟରଙ୍କୁ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ସହ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏସ.କେ ଲୋହାନୀ ନିଜର ସ୍ୱ।ଗତ ଭାଷଣରେ ୫-ଟି ଓ ମୋ ସରକାରର ଗୁରୁତ୍ୱ ସମ୍ପର୍କରେ କହିଥିଲେଜଣ ।

#Chief Minister’s #Naveen Patnaik #Advice#Engineers#dumanikhabar#odisha

Leave A Reply

Your email address will not be published.