ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର

0 75

କେନ୍ଦୁଝର, ଡୁମାଣୀଖବର ୧୫/୬: କେନ୍ଦୁଝର ଚମ୍ପୁଆ ରେଞ୍ଜ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଦୁଇ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସକାଳେ ବନ ବିଭାଗ କର୍ମ·ରୀ ପାଟ୍ରୋଲିଂ କରୁଥିବା ବେଳେ ଗୁରୁବେଡ଼ା ନିକଟରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀର ମୃତଦେହ ଦେଖିବାକୁ ପାଇଥିଲେ । ତେବେ ହାତୀ ଦୁଇଟିର ଦାନ୍ତ ନଥିବାରୁ ଦାନ୍ତ ପାଇଁ ଏମାନଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଗତମାସରେ ମଧ୍ୟ ଏହି ଅଞ୍ଚଳରେ ଦୁଇଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏମାନଙ୍କର ମଧ୍ୟ ଦାନ୍ତ ନଥିଲା । ମାସକ ମଧ୍ୟରେ ·ରିଟି ହାତୀଙ୍କ ମୃତଦେହ ମିଳିବା ଓ ସେମାନଙ୍କ ଦାନ୍ତ ନଥିବାରୁ ଅଞ୍ଚଳରେ ହାତୀ ତଷ୍କରଙ୍କ କାର୍ଯ୍ୟକଳାପ ବଢ଼ି ·ଲିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.