ଜୁଲାଇ ୯ରୁ ବିପିୟୁଟିର ଅନଲାଇନ୍ ପରୀକ୍ଷା

0 89

ଭୁବନେଶ୍ୱର, ଡୁମାଣୀଖବର : ଆସିଲା ବିପିୟୁଟିର ସମ୍ଭାବ୍ୟ ପରୀକ୍ଷା ତାରିଖ । ଜୁଲାଇ ୯ରୁ ଅନଲାଇନ୍ ପରୀକ୍ଷା ନେଇ ସମ୍ଭାବ୍ୟ ତାରିଖ ଘୋଷଣା, ୨ଟି ସିଂଟିଂରେ ହେବ ପରୀକ୍ଷାା ଜୁଲାଇ ୯ ରୁ ୨୯ ଯାଏ ଚାଲିବ ପରୀକ୍ଷା । ପୂର୍ବାହ୍ନ ୧୦ ଟାରୁ ୧୨ ଟା ଯାଏ ପ୍ରଥମ ସିଟିଂ । ଅପରାହ୍ନ ୨ ଟାରୁ ୪ ଟା ଯାଏ ଦ୍ୱୀତିୟ ସିଟିଂ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀଙ୍କୁ ବି- ପ୍ଲାନ ଓ ବି ଆର୍କିଟେକ ପାଇ ଜୁଲାଇ ୫ ଆବେଦନ ଶେଷ ତାରଖ ରହିଛି । ଜୁଲାଇ ୯ ରୁ ୧୦ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ବି ଫାର୍ମା ପାଇଁ ୧୩ରୁ ୧୭ ଯାଏ ଚାଲିବ । ଏମବିଏ ପରୀକ୍ଷା ପାଇଁ ଜୁଳାଇ ୧୧ ସୁଦ୍ଧା ଫର୍ମ ପୂରଣ କରିପାରିବେ । ଏହି ପରୀକ୍ଷା ୧୭ରୁ ୨୫ ଜୁଲାଇ ଭିତରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.