ଲାଲୁଙ୍କ ସୁରକ୍ଷା ଅଧୀନରେ ମୁତୟନ ୯ ସୁରକ୍ଷା କର୍ମୀ କରୋନା ପଜିଟିଭ୍

0 80

ରାଞ୍ôଚ : ରାଞ୍ଚିରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା ଅଧୀନରେ ମୁତୟନ ୯ଜଣ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ଲାଲୁ ଯାଦବଙ୍କୁ ରାଞ୍ଚି ରିମ୍ସର ୧ କୈଲି ନିର୍ଦ୍ଦେଶକଙ୍କ ବଙ୍ଗଳାଠାରେ ରଖାଯାଇଛି । ଏହି ସମସ୍ତ ସୁରକ୍ଷାକର୍ମୀ ବଙ୍ଗଳା ବାହାରେ ମୁତୟନ ଥିଲେ । ଆରଏମ୍ଏସ୍ ଅଧୀକ୍ଷକ ବିବେକ କାଶ୍ୟପ କହିଛନ୍ତି ଯେ ସମସ୍ତ ସୁରକ୍ଷାକର୍ମୀଙ୍କୁଙ୍କୁ ଚିକିତ୍ସା ପାଇଁ ପଠାଯାଇଛି ।

Leave A Reply

Your email address will not be published.