ରିୟାଙ୍କ ଘରେ ମୁମ୍ବାଇ ପୋଲିସର ପହରା

0 88

ମୁମ୍ବାଇ : ଗୁରୁବାର ଥିଲା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତର ସପ୍ତମ ଦିନ । ଏହି ହାଇ ପ୍ରୋଫାଇଲ୍ କେସ୍ରେ ପ୍ରତିଦିନ ବଡ ଖୁଲାସା କରାଯାଉଛି । ମାମଲାର ଅନୁସନ୍ଧାନରେ ଇଡି, ସିବିଆଇ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଏଣ୍ଟ୍ରି କରିଛି । ଏଥିସହ ମୁମ୍ବାଇ ପୋଲିସ ରିୟାଙ୍କ ଘରେ ପହଞ୍ôଚଛି । ରିୟା ଚକ୍ରବର୍ତ୍ତୀ ପରିବାର ପାଇଁ ସୁରକ୍ଷା ଲୋଡିଥିଲେ । ଗୁରୁବାର ମୁମ୍ବାଇ ପୋଲିସର ଅଧିକାରୀମାନେ ରିୟାଙ୍କ ଘରେ ପହଞ୍ଚିଥିଲେ । ତେବେ ମୁମ୍ବାଇ ପୋଲିସ ଗଣମାଧ୍ୟମ ସହ କୌଣସି କଥା କହିବାକୁ ମନା କରି ଦେଇଛନ୍ତି ।

Leave A Reply

Your email address will not be published.