ଝିଆରୀ ଆଣିଲେ ନିଜ କାକା ନାଁରେ ବଳାତ୍କାର ଅଭିଯୋଗ

0 74

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ଅ”ର୍ଗତ ବହଲପଦର ଗାଁରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । କାକା ହୋଇ ନିଜ ଝିଆରୀ କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଝିଆରୀ ର ପରିବାର ଲୋକେ କାକା ବିରୁଦ୍ଧରେ ଖଡିଆଳ ଥାନାରେ ଏତଲା ଦେଇଛ”ି । ହେଲେ ପୋଲିସ ସେ”ାଷ ଜନକ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ପିଡିତାଙ୍କ ପରିବାର ଲୋକେ ଅସେ”ାଷ ପ୍ରକାଶ କରିଛ”ି । ସୂଚନାନୁସାରେ ଗତ ୧୮ ତାରିଖ ରାତ୍ରୀ ପ୍ରାୟ ୮ ଟା ସମୟରେ ବହଲପଦର ଗାଁର ତରଣୀ ଠେଲାଙ୍କ ଝିଅ ନମିତା ଠେଲା ତାର ଭାଣଜି ର ଜନ୍ମ ଦିନ ପାଳନ ପାଇଁ ନିଜ ଭଉଣି ଘରକୁ ଯାଇଥିଲେ । ରୋସେଇ କାମରେ ଭଉଣିକୁ ସହାଯ୍ୟ କରିବା ଉଦ୍ଦେଶ୍ୟରେ ନମିତା ପାଣି ଆଣିବା ପାଇଁ ବାହାରକୁ ଯାଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ନମିତାର କାକା କେଦାର ଠେଲା ନମିତାଙ୍କ ମୁହଁରେ କନା ଗୁଡାଇ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା କଥା ନମିତା କହିଛ”ି । ଏନେଇ ନମିତା ଓ ତାଙ୍କର ପରିବାର ଲୋକେ ଖଡିଆଳ ଥାନାରେ କେଦାର ଠେଲାଙ୍କ ବିରୁଦ୍ଧରେ ଏତଲା ଦେଇଛ”ି । ହେଲେ ଦୁଷ୍କର୍ମ କରିଥିବା ନିଜର କାକା ଙ୍କ ବିରୁଦ୍ଧରେ ଖଡିଆଳ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ପିଡିତା ଓ ତାର ପରିବାର ଅସେ”ାଷ ପ୍ରକାଶ କରିବା ସହ ନ୍ୟାୟ ଅପେକ୍ଷାରେ ରହିଛ”ି । କାକା ହୋଇ ନିଜର ଝିଆରୀ ପ୍ରତି କରିଥିବା ଏପରି ଘୃନ୍ୟ କାମକୁ ସବୁ ବର୍ଗରେ ନିନ୍ଦା କରାଯାଇଛି । ଏନେଇ ନୂଆପଡା ଏସପି ରାହୁଲ ଜୈନ କୁ ପଚାରିବାରୁ ଏତଲାକୁ ଭିତ୍ତି କରି ଅଭିଯୁକ୍ତ ବିରୁଦ୍ଧରେ ତୁର” କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଜୈନ କହିଛ”ି ।

Leave A Reply

Your email address will not be published.