ରାଜ୍ୟରେ ୧,୯୧୩ କରୋନା ପଜିଟିଭ ଚିହ୍ନଟ

0 68

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୧୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୦୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୮୦୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରେ ସର୍ବାଧିକ  ୨୫୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରେ ୧୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୋଳରେ ୧୦୬, ସୁନ୍ଦରଗଡ, ଜଗତସିଂହପୁର ୯୯, ମୟୂରଭଞ୍ଜରେ ୯୨ ଅକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨, ୫୪,୯୧୩  ଜଣ କରୋନା ମୁକ୍ତ ହୋଇଥିବାବେଳେ ଆକ୍ଟିଭ କେସ ୨,୭୬,୦୯୪ ରହିଛି।

Leave A Reply

Your email address will not be published.