ଏକାଧିକ ମାଓ କ୍ୟାମ୍ପ ଧ୍ୱଂସ

0 120

ଛତିଶଗଡ଼, ୧୯ ।୧: ମାଓବାଦୀଙ୍କ ବିରୁଦ୍ଧରେ ବଡ଼ ଧରଣର ଅପରେସନ । ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀ ଯବାନ ଗୁଳିବିନିମୟ । ଦୀର୍ଘ ୪ଘଣ୍ଟାର ଅପରେସନ ପରେ ଏକାଧିକ ମାଓ କ୍ୟାମ୍ପ ଧ୍ୱଂସ ହୋଇଛି । ଏ କେ ୪୭ର ଚାରିଟି ମାଗାଜିନ୍ ଜବତ ହୋଇଛି । ଦାନ୍ତେୱାଡା ଜିଲ୍ଲା ଗୋର୍ଗୁଣ୍ଡା ଜଙ୍ଗଲରେ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳବିନିମୟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୮ରୁ ୧୦ ଟି ଟେଣ୍ଟ ଧ୍ୱସ୍ତ ବିଧ୍ୱସ୍ତ କରିଥିବା ସୂଚନା ମିଲିଛି । ଦୁର୍ଦ୍ଦାନ୍ତ ମାଓନେତା ଚେତୁ ଓ ଦଳୀୟ ସଦସ୍ୟମାନେ ଫସିଥିବା ସୂଚନା ମିଳିଛି । ଅପରେସନ ବର୍ତ୍ତମାନ ବି ଜାରି ରହିଥିବାର ସୂଚନା ଦେଇଛନ୍ତି ଏସ୍ପି ଅଭିଷେକ ପଲଭ ।

Leave A Reply

Your email address will not be published.