ଫେଲ ମାରିଛି ସରକାର ଙ୍କ ଉଜ୍ଜଳା ଯୋଜନା

0 70

ବୈପାରିଗୁଡା – କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଜି ବି ଅପହଞ୍ଚ ହୋଇ ରହିଛି ଏହି ସେବା ।କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।ଲୋକେ ଜାଳେଣି ପାଇଁ ଏବେ ବି ଜଙ୍ଗଲ ରୁ କାଠ ସଂଗ୍ରହ କରୁଛନ୍ତି ।ବର୍ତ୍ତମାନ ଉଜ୍ଜଳା ଯୋଜନା ଗ୍ୟାସ ବୈପାରିଗୁଡା ବ୍ଲକ ରେ ଗୋଟିଏ ସିଲିଣ୍ଡର ପ୍ରତି ଏକ ହଜାର ଟଙ୍କା ଛୁଇଁବାକୁ ବସିଲାଣି ।ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାର ତାକୁ ବ୍ୟବହାର କରିବା ଅସମ୍ଭବ ବ୍ୟାପାର ଫଳରେ କେନ୍ଦ୍ର ସରକାର ଙ୍କ ଏହି ଉଜ୍ଜଳା ଯୋଜନା ଫେଲ ମାରିଥିବା ନଜରକୁ ଆସୁଛି ।

Leave A Reply

Your email address will not be published.