ଛୁରାମାଡ଼ ଘଟଣାରେ ୪ ଗିରଫ

0 79

ପୁରୀ: ପୁରୀ ସିଂହଦ୍ୱାର ଥାନା ଅନ୍ତର୍ଗତ ଉତର ଦ୍ୱାରରେ ଗତ ୩୧ ତାରିଖ ଦିନ ଜଣେ ଖଇକୋରା ଦୋକାନୀଙ୍କୁ ଛୁରାମାଡ଼ ଘଟଣାରେ ସିଂହଦ୍ୱାର ଥାନା ପୋଲିସ ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏ ସମ୍ପର୍କରେ ଏସପି କେ.ବି. ସିଂହ ଟାଉନ୍ ଥାନା ପରିସରରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.