ସାଲେପୁର ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଭାବେ ଯୋଗଦେଲେ ମୃମୟ କୁମାର ସେନାପତି

0 62

-ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ସାଲେପୁର : ସାଲେପୁର ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ମୃମୟ କୁମାର ସେନାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଯୋଗଦେବା ପରେ ଭରାପ୍ରାପ୍ତ ଅଧିକାରୀ ଶ୍ରୀ ସେନାପତିଙ୍କୁ ଆଜି ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘ ପକ୍ଷରୁ ସଂଘର ସଭାପତି ଅଭୟ ଜେନା, ଉପଦେଷ୍ଟା ରତ୍ନାକର ବାରିକ, ସମ୍ପାଦକ ମହେଶ୍ୱର ବେହେରା, ଉପସଭାପତି ନାରାୟଣ ଭୂୟାଁ, ସହସମ୍ପାଦକ ତୁଷାର ଜୋତି ନାଏକ, କ୍ରାଯ୍ୟାଳୟ ସମ୍ପାଦକ ସଂଯୁକ୍ତା ସାହୁ, ସଭ୍ୟ ରଞ୍ଜନକୁମାର ବାରିକ, ଅକ୍ଷୟ କୁମାର ଗୋଛାୟତ, ଦିବାକର ରାଉତ, ଅଭିମନ୍ୟୁ ନାଏକ, ସ୍ୱଦେଶ ଜେନା, ଦୀପକ ଷଢଙ୍ଗି, ଶିଶୁପଦ ନନ୍ଦ, ଅକ୍ଷୟ କୁମାର ଦାସ, ରେହାନ ଖାଁନ, ପିତବାସ ରାଉତ, ବାବୁଲି ବାରିକ ସମେତ ସାମ୍ବାଦିକ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

ସୂଚନା ଯୋଗ୍ୟଯେ ଶ୍ରୀ ସେନାପତି ପୋଲିସ ହେଡ କ୍ୱାଟରରେ କାର୍ଯ୍ୟ କରୁଥିଲେ ଯୋଗଦେବା ପରେ ଶ୍ରୀ ସେନାପତି ସାଲେପୁରର ବିଭିନ ଅଞ୍ଚଳରୁ କୋଭିଡି କଟକଣା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଗୁରୁତ୍ୱ ଦେବେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.