ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

0 79

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ଠାରୁ ଦେଶୀୟ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ୭ ଦିନ ଧରି ଚାଲିବାକୁ ଥିବା ଏହି ପକ୍ଷୀ ଗଣନା କାର୍ଯ୍ୟରେ ବନ ବିଭାଗର ୨ଟି ଟିମ୍ ନିୟୋଜିତ ରହିଛନ୍ତି । ପକ୍ଷୀ ଗଣନା କାର୍ଯ୍ୟ ଜାରୀ ରହିଛି ।

Leave A Reply

Your email address will not be published.