ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୭ ଜିଲ୍ଲାର ପୌର କର୍ମଚାରୀଙ୍କ ଛୁଟି ବାତିଲ୍

0 80

ଭୁବନେଶ୍ୱର : ବାତ୍ୟା ଗୁଲାବ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ରେଡ୍ ୱାର୍ନିଂ ଜାରି କରାଯାଇଥିବା ବେଳେ ଏହି ଜିଲ୍ଲା ଗୁଡିକର ପୌର କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦିଆ ଯାଇଛି।

ଏହି ଜିଲ୍ଲା ଗୁଡିକ ହେଲା – ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟିକୁ ବାତିଲ୍ କରି ଦିଆଯାଇଥିବା ନେଇ ମଧ୍ୟ ସୂଚନା ରହିଛି ।

Leave A Reply

Your email address will not be published.