ସାଲେପୁରରେ ଭାରତ ବନ୍ଦର ପ୍ରଭାବ

0 67

ସାଲେପୁର : ସାଲେପୁର ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୃଷି ଆଇନ ଓ ଦରବୃଦ୍ଧି ଆଦିକୁକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ଓ ବିରୋଧୀ ଦଳ ପକ୍ଷରୁ ସାରାଦେଶରେ ଭାରତ ବନ୍ଦ ପ୍ରଭାବ ପଡ଼ିଥିବାବେଳେ ସାଲେପୁରରେ ଆଜି କଂଗ୍ରେସ ଏବଂ କମ୍ୟୁନିଷ୍ଟ ଦଳ ପକ୍ଷରୁ ମିଳିତ ଭାବେ ସାଲେପୁର ରେ ବନ୍ଦ ପାଳନ କରାଯାଇ ଥିଲା । ତହସିଲ ଛକ, କୁଆଁପାଳ ଛକ ଏବଂ ବିଭିନ୍ନ ସ୍ଥାନରେ ସ୍ଲୋଗାନ ମାନ ଦେଇ ଏବଂ ପଟୁଆରରେ ଆସି ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ ଯାନବାହନ ଚଳାଚଳ ବନ୍ଦ ଥିବାବେଳେ ଦୋକାନ ବଜାର ଆଂଶିକ ଖୋଲା ରହିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.