୯ କ୍ୱିଂଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

0 68

ମୋହନା : ବିହାର ଚାଲାଣ ବେଳେ ୯ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ଆର୍. ଉଦୟଗିରି ପୋଲିସ ପଟିଗୁଡ଼ା ଗାଁ ନିକଟରେ ଚଢ଼ଉ କରି ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଏହି ଗଞ୍ଜେଇ ଚାଲାଣ ର୍ୟାକେଟ୍ ପଛରେ ଆଉ କେଉଁମାନେ ସାମିଲ୍ ଅଛନ୍ତି, ପୋଲିସ ସେନେଇ ଖୋଳତାଡ଼ କରୁଛି ।

Leave A Reply

Your email address will not be published.