ଶ୍ରୀମନ୍ଦିରରେ ମହାନବମୀ ନୀତି ପାଳିତ

0 66

ପୁରୀ : ଆଜି ଶ୍ରୀମନ୍ଦିରରେ ମହାନବମୀ ନୀତି ପାଳିତ ହେଉଛି । ଏହି ଅବସରରେ ମା ବିମଳାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହେଉଛି । ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ବଳି ପୂଜା ଅନୁଷ୍ଠିତ ହେଉଛି । ମା ବିମଳାଙ୍କ ମନ୍ଦିରରେ ମହିଳା ଭକ୍ତଙ୍କ ଦର୍ଶନ ବାରଣ କରାଯାଇଛି । ଚଣ୍ଡୀପାଠରେ ମନ୍ଦିର କମ୍ପୁଛି । ଝୁଣା, ଘିଅ, ଧୂପ ଦୀପରେ ଧାର୍ମିକ ବାତାବରଣ ସୃଷ୍ଟି ହୋଇଛି । ଭକ୍ତ ମାନେ ମା ବିମଳାଙ୍କୁ ଦୂରରୁ ଥାଇ ଦର୍ଶନ କରୁଛନ୍ତି ।

Leave A Reply

Your email address will not be published.