ବାଘଛାଲ ଜବତ; ୩ ଗିରଫ

0 78

ଦେବଗଡ, ୦୮.୦୪ : ବାଘଛାଲ ଜବତ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମ ଜଙ୍ଗଲରୁ ଏକ ବାଘ ଛାଲ ଜବତ ହୋଇଛି। ଏହା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଦେବଗଡ଼ ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଖଣ୍ଡାଧୂଆଁ ଗ୍ରାମର ରଞ୍ଜିତ ନାୟକ, ସମ୍ବାରୁ ନାୟକ ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କରଙ୍ଗାମାଳ ଗ୍ରାମର ବିଷ୍ଣୁ ଲୁହୁରା।

Leave A Reply

Your email address will not be published.