ସିଦ୍ଧ ମହାବୀରଙ୍କର ଦଶମ ଜନ୍ମ ବାର୍ଷିକୀ ଉତ୍ସବ

0 66

ଭଦ୍ରକ : ଆଜି ପବିତ୍ର ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଏହି ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନହରପୁର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କର ଦଶମ ଜନ୍ମ ବାର୍ଷିକୀ ଉତ୍ସବ ଆୟୋଜିତ ହୋଇଛି । ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଏକା ଦିନରେ ପାଳିତ ହେଉଥିବାରୁ ଏଥର ମହା ଆଡମ୍ବରରେ ପାଳିତ ହେଉଛି । ୩ ଦିବସ ବ୍ୟାପି ଏହି ଉତ୍ସବରେ ହନୁମାନଙ୍କ ଯଜ୍ଞ ସହ ୧୦୮ ଆହୁତି ଅନୁଷ୍ଠିତ ହେବ ।  ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Leave A Reply

Your email address will not be published.