୭ ବନ୍ଧୁକ ବ୍ୟବସାୟୀ ଗିରଫ, ୪ ବନ୍ଧୁକ ଜବତ

0 73

ପୁରୀ – ବିଭିନ୍ନ ଅଂଚଳରୁ ୭ ଚୋରା ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଜବତ ହୋଇଛି । ଏମାନେ ହତ୍ୟାକାଣ୍ଡ, ରାହାଜାନି ଓ ଅନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲେ । ସହର ଓ ସଦର ଅଂଚଳରେ ଚଢ଼ଉ କରି ପୋଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ଆଜି ମଧ୍ୟାହ୍ନରେ ଏସପିଙ୍କ ସଭାଗୃହରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି କେ. ବିଶାଲ ସିଂହ ।

Leave A Reply

Your email address will not be published.