କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆଜି

0 76

ଭୁବନେଶ୍ବର – ଦିଲ୍ଲୀରେ କଂଗ୍ରେସର ମୁଖ୍ୟାଳୟ ଠାରେ ଦିଲ୍ଲୀ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିବା ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବ । ଆଜି ସକାଳ 10.30ରେ ଭୁବନେଶ୍ବର ସ୍ଥିତ ଏଡିଏମ କାର୍ଯାଳୟରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ପିସିସି ମିଡିଆ ସେଲ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.