ସାମାନ୍ୟ ଅସାବଧାନତା ବଡ଼ ବିପଦ ଆଣିପାରେ

0 79

ଭୁବନେଶ୍ୱର,୧୫ା୭(ଡିକେ ନ୍ୟୁଜ): ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୋଭିଡ୍ ନିୟମ ପାଳନ କରିବାକୁ ପୁଣି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ କୋଭିଡ୍ ୧୯ରୁ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସତର୍କତା ନିୟମ କଡ଼ାକଡ଼ି ଭାବେ ପାଳନ କରନ୍ତୁ । ସାମାନ୍ୟ ଅସାବଧାନତା ସମସ୍ତଙ୍କ ପାଇଁ ବଡ଼ ବିପଦ ସାଜିପାରେ । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ।

Leave A Reply

Your email address will not be published.