ଭୁବନେଶ୍ୱର, ୧୭ା୭ (ଡିକେ ନ୍ୟୁଜ୍): ରାଜ୍ୟସଭା ଉପାଧ୍ୟକ୍ଷ ପାନେଲଗୁ ପୁନର୍ଗଠନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଏହି ପାନେଲରେ ଅଛନ୍ତି ଡକ୍ଟର ସସ୍ମିତ ପାତ୍ର । ସସ୍ମିତଙ୍କ ସହ ଅଛନ୍ତି ସାଂସଦ ଭୁବନେଶ୍ୱର କଲିତା । ଇନ୍ଦୁୱାଲା ଗୋସ୍ୱାମୀ, ଡକ୍ଟର ଏନ୍.ହନୁମନ୍ଥିଆ । ଏଥିସହିତ ଟି.ଶିବା, ଭି.ବିଜୟ ସାଇ ରେଡ୍ଡୀ ମଧ୍ୟ ଏହି ପାନେଲରେ ସଦସ୍ୟ ଅଛନ୍ତି ।