ଭୁବନେଶ୍ୱର, ୨୯ା୧୧ (ଡିକେ ନ୍ୟୁଜ୍): ପଦ୍ମପୁର ପ୍ରଚାର ପାଇଁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨ ତାରିଖରେ ସେ ପଦ୍ମପୁର ଯାଇ ପ୍ରଚାର କରିବେ । ପାଇକମାଳ, ଝାରବନ୍ଧ ଓ ପଦ୍ମପୁର ସାଧାରଣ ସଭାରେ ଯୋଗଦେବେ । ଏଥିନେଇ ସୂଚନା ଦେଇଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ।
Recover your password.
A password will be e-mailed to you.