ସୋମବାର ଶପଥ ନେବେ ବର୍ଷା

0 77

ଭୁବନେଶ୍ୱର, ୧୦ା୧୨(ଡିକେ ନ୍ୟୁଜ): ଆସନ୍ତା ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା । ପଦ୍ମପୁରରେ ବିଜୟୀ ହେବା ପରେ ଆଜି
ବାଚସ୍ପତିଙ୍କୁ ଭେଟିଥିଲେ ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବର୍ଷା । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ ନେବେ । ପଦ୍ମପୁରବାସୀଙ୍କ ସ୍ୱପ୍ନକୁ ସାକାର କରିବେ ବୋଲି ସେ କହିଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ବର୍ଷା । ଲୋକେ

Leave A Reply

Your email address will not be published.