ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

0 52

ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେ କହିଛନ୍ତି ବିଭିନ୍ନ ବିଭାଗକୁ ଯେଉଁ କାଯ୍ୟ ଦିଆଯାଇଛି ସେ କାମଗୁଡିକ ଆଗେଇ ·ଲିଛି । ବିଶ୍ୱକପ ଆରମ୍ଭ ହେବାର ବହୁ ପୂର୍ବରୁ ଏହି କାମ ସରିଯିବ । ୧୩ ଜାନୁଆରିରେ ରାଉଲକେଲାରେ ଉଦଘାଟନୀ କାଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜାନୁଆରି ତାରିଖରେ ହକି ବିଶ୍ୱକପ ନେଇ ଏକ ଭବ୍ୟ କାଯ୍ୟକ୍ରମର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଯେଉଁଠି ୪୦ ହଜାର ଦର୍ଶକ ଏବଂ ଅତିଥି ଯୋଗଦେବେ । ତା ସହ ରାଜ୍ୟର ସମସ୍ତ ପଞ୍ଚାୟତରେ ହକି ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ହକିର ମାହୋଲ ସୃଷ୍ଟି କରିବାକୁ ପାଇଁ ବିଭିନ୍ନ କାଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ରହିଛି । ବିଶ୍ୱକପ ହକିର ସେରିମନି ପ୍ରୋସେସନ ଜିଲ୍ଲାଗୁଡିକରେ ମଧ୍ୟ
କରାଯିବା । ଅନୁଧ୍ୟାନ ·ଲିଛି ଖୁବ ଶୀଘ୍ର ଆମେ ଲାଇସେନ୍ସ ପାଇବୁ । ତା ସହ କମରସିଆଲ ସେବା ଆରମ୍ଭ କରିବୁ । ସମସ୍ତ ହକି ଖେଳାଳିମାନଙ୍କୁ ·ଟାଡ଼ ଫ୍ଲାଇଟରେ ଭୁବନେଶ୍ୱର ଏବଂ ରାଉଲକେଲାକୁ ନେବ ଆଣିବା କରାଯିବା ।

Leave A Reply

Your email address will not be published.