ଭୁବନେଶ୍ୱର, ୨ା୧ (ଡିକେ ନ୍ୟୁଜ୍): ଆଇଟି ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଦାୟିତ୍ୱ । ସେ ଆଇଟି ପ୍ରମୁଖ ସଚିବ ସହ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଭାବେ କାର୍ଯ୍ୟ ତୁଲାଇବେ । ନିକଟରେ ରେଲୱେ ସେବାରୁ ଶ୍ରୀ ମିଶ୍ର ଇସ୍ତଫା ଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି ।