ଅର୍ଚ୍ଚନା ନାଗ କଳା ଟଙ୍କା ମାମଲାରେ ଇଡିର ଖୋଳତାଡ

0 75

ଭୁବନେଶ୍ୱର,୪ା୧(ଡିକେ ନ୍ୟୁଜ): ବହୁଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ତାର ଖୋଳତାଡ ଜାରୀ ରଖିଛି । ଏହି କ୍ରମରେ ଆଜି ଇ଼ଡିର ଟିମ ଅର୍ଚନାକୁ ପଚରା ଉଚୁରା କରିବା ପାଇଁ ଝାରପଡ଼ା ଜେଲରେ ପହଞ୍ଚିଥିବା ଜଣା ପଡିଛି । ଇଡ଼ିର ଟିମ ଅର୍ଚ୍ଚନାଙ୍କ ଡିଜିଟାଲ ଏଭିଡେନ୍ସ ରିପୋର୍ଟ ଆଧାରରେ ଜେରା କରିବ ବୋଲି ଜଣା ପଡିଛି । ସେହିପରି ଇଡି ଆସନ୍ତାକାଲି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଜେରା କରିବ ।

Leave A Reply

Your email address will not be published.