କେନ୍ଦ୍ରକୁ ବିଜେଡିର ପ୍ରଶ୍ନ କାହିଁକି କାଟିଲ ଗରିବଙ୍କ ଚାଉଳ ?

0 81

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ·ଉଳ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି । ୫ କେଜି ଲେଖାଏଁ ·ଉଳ କାଟି ଗରିବଙ୍କ ଭାତ ଥାଳିକୁ ଲାତ ମାରିଛି କେନ୍ଦ୍ର । ମୁଣ୍ଡପିଛା ୫ କେଜି ·ଉଳ କାଟୁଛି କେନ୍ଦ୍ର । କୋଭିଡ ଅବସ୍ଥା ସୁଧୁରିନଥିବା ବେଳେ କାହିଁକି ବନ୍ଦ କଲ ଅତ୍ତ ଯୋଜନା । ଗରିବ ଲୋକଙ୍କୁ ମିଳୁଥିବା ·ଉଳ କାଟିଛି କେନ୍ଦ୍ର ସରକାର । ପୂର୍ବରୁ ମୁଣ୍ଡ ପିଛା ୧୦ କେଜି ·ଉଳ ଦେଉଥିଲେ ସରକାର । ଡିସେମ୍ବରରୁ ମୁଣ୍ଡପିଛା ୫ କେଜି ·ଉଳ କାଟୁଛି କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ·ଉଳ କାଟୁଛି କେନ୍ଦ୍ର । ୫ କେଜି ଲେଖାଏ ·ଉଳ କାଟିବା ଦ୍ୱାରା ଗରିବ ଓ ·ଷୀ ପ୍ରଭାବିତ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ·ଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିଲା । ଦୁର୍ଭାଗ୍ୟର ବିଷୟ ୧୦ କେଜି ·ଉଳରୁ ୫ କେଜି ·ଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରି ଦିଆଗଲା । ଯାହା ଦ୍ୱାରା ଓଡ଼ିଶାର କେବଳ ଗରିବ ପରିବାର ହଇରାଣ ହେଲେନି ବରଂ ·ଷୀ ଭାଇ ମାନେ ମଧ୍ୟ ହନ୍ତସନ୍ତ ହେବେ । ଗତ ଡିସେମ୍ବର ୨୨ରୁ ଅନ୍ନ ଯୋଜନାକୁ ବନ୍ଦ କରିଛି କେନ୍ଦ୍ର । ଏହି ଅନ୍ନ ଯୋଜନା ·ଲୁଥିବା କାରଣରୁ ଅଧିକ ·ଉଳର ଆବଶ୍ୟକତା ପଡୁଥିଲା । ସରକାର ଅଧିକ ·ଉଳ କିଣୁଥିଲେ । ଯାହାଦ୍ୱାରା ·ଷୀ ଭାଇ ଉପକୃତ ହେଉଥିଲେ । ଅଧିକ ଧାନ ସଂଗ୍ରହ ଫଳରେ ·ଷୀ ଭାଇମାନେ ଏମଏସପି ଦରରେ ·ଉଳ ବିକୁଥିଲେ । କିନ୍ତୁ କମ ଧାନ ସଂଗ୍ରହ ଫଳରେ ·ଷୀ ଭାଇମାନେ ବଳକା ·ଉଳ ଏମଏସପି ଦରରେ ବିକ୍ରି କରିପାରିବେନି । ତେଣୁ ବାହାରେ କମ ଦରରେ ଧାନ ବିକିବାକୁ ବାଧ୍ୟ ହେବେ ·ଷୀ । ଯାହା ·ଷୀ ଭାଇଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବ । କେନ୍ଦ୍ର ସରକାରଙ୍କ ଗରିବ ଓ ·ଷୀ ବିରୋଧୀ ନୀତିକୁ ବିଜେଡି ନିନ୍ଦା କରିଛି । କୋଭିଡ ମହାମାରୀ ପରେ ଜୀବନଜୀବିକା ସ୍ୱାଭାବିକ ହୋଇନି । ଅନେକ ଲୋକ ଏବେ ବି ଆର୍ଥିକ ବୋଝରେ ଯୁଝି ହେଉଛନ୍ତି । କିନ୍ତୁ କେନ୍ଦ୍ର ଏହାକୁ ଦୃଷ୍ଟିରେ ନରଖି ସିଧାସଳଖ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିଛନ୍ତି । କିନ୍ତୁ ଏହା କେତେ ଲୋକଙ୍କୁ ଯେ ଭୟଙ୍କର ଭାବେ ପ୍ରଭାବିତ କରିବ ତାହା କେନ୍ଦ୍ର ସରକାର କେବେ କଳ୍ପନା ମଧ୍ୟ କରିନାହାନ୍ତି । ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ବିଜେଡି ଦାବି କରିଛି ।

Leave A Reply

Your email address will not be published.