ବିମାନରେ ପରିସ୍ରା ମାମଲା, ୪ମାସ ଯାଏ ଯାତ୍ରା କରିପାରିବେନି ଅଭିଯୁକ୍ତ

0 67

ନୂଆଦିଲ୍ଲୀ : ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା । ଏବେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଅ ।ରେ ଯାତ୍ରା କରିପାରିବେ ନାହିଁ ଶଙ୍କର ମିଶ୍ରା । ଗତ ବର୍ଷ ନଭେମ୍ୱର ୨୬ରେ ନ୍ୟୁୟର୍କରୁ ନୂଅ ।ଦିଲ୍ଲୀକୁ ଅ ।ସୁଥିବା ଏୟାର ଇଣ୍ଡିଅ । ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ଶଙ୍କର ମିଶ୍ରା । ଏନେଇ ଅଭିଯୋଗ ହେବା ପରେ ଶଙ୍କର ମିଶ୍ରାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଅ । । ଏୟାର ଇଣ୍ଡିଅ ।ର ସିଇଓ ସ୍ତରରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଅ ।ଯାଇଛି । ଡିଜିସିଏ କହିଛି ଯେ, ଏୟାର ଇଣ୍ଡିଅ । ଶଙ୍କର ମିଶ୍ରାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଅନ୍ୟ ବିମାନ କମ୍ପାନି ମଧ୍ୟ ମିଶ୍ରାଙ୍କ ଉପରେ ସମାନ ପ୍ରତିବନ୍ଧକ ଲଗାଇ ପାରନ୍ତି ।

Leave A Reply

Your email address will not be published.