କରୋନା ପରେ ମାର୍ବର୍ଗ ଆତଙ୍କ

0 98

ଗିନି : ଚାରିଅ ।ଡେ଼ ଅ ।ତଙ୍କ ଖେଳାଥିବା ମାରତ୍ମକ ଭୂତାଣୁ କରୋନା ଏବେବି ସାରା ବିଶ୍ୱରୁ ସମ୍ପୂର୍ଣ୍ଣ ଯାଇନାହିଁ । କିଛି ଦେଶରେ ଏବେବି ଏହି ଭୂତାଣୁର ତାଣ୍ଡବ ଜାରି ରହିଛି । ଏହାରି ଭିତରେ ଅ ।ଉ ଏକ ନୂଅ । ଭୂତାଣୁର ସଂକ୍ରମଣ ଅ ।ରମ୍ଭ ହୋଇଛି । ତେବେ ଏଥର ଚୀନ୍‌ରେ ନୁହେଁ ଅ ।ଫ୍ରିକୀୟ ଦେଶରେ ଜନ୍ମ ନେଇଛି ମାରବର୍ଗ ଭାଇରସ୍‌ । ଅ ।ଫ୍ରିକୀୟ ଦେଶ ଇକ୍‌ୱେଟୋରିଅ ।ଲ୍‌ ଗିନିରେ ମାରବର୍ଗ ଭୂତାଣୁ ଅ ।ତଙ୍କ ଖେଳାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ଏଥିରେ ଅ ।କ୍ରାନ୍ତ ହୋଇ ଅସୁସ୍ଥ ଅଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ହୁ’ ଚେତାବନୀ ଜାରି କରିଛି । ହୁ’ ଦେଇଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଲୋକ ଅସୁସ୍ଥ ଅଛନ୍ତି । ମୃତକଙ୍କ ଠାରେ ମାରବର୍ଗ ଭୂତାଣୁ ଚିହ୍ନଟ ହୋଇଛି । ମାରବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ଲକ୍ଷଣ ସହ ସମାନ । ଯେଉଁଥିରେ ରୋଗୀଙ୍କୁ ଜ୍ୱର, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ପରିସ୍ଥିତି ଗୁରୁତର ହେଲେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ଭାଇରସ ମଧ୍ୟ ବାଦୁଡିରୁ ବ୍ୟାପୁଥିବା ଜଣାପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବୟାନ ଜାରି କରି କହିଛି ଯେ ଏହା ମାରବର୍ଗ ଭୂତାଣୁ ପ୍ରଭାବିତ ଅଞ୍ଚଳରେ ଅ ।ଗୁଅ । ଟିମ୍‌ ମୁତୟନ କରାଯାଇଛି । ଯେଉଁମାନେ ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ଅଲଗା କରି ସେମାନଙ୍କ ଚିକିତ୍ସା କରୁଛନ୍ତି । ଏହାର ସଂକ୍ରମଣକୁ ରୋକିବା ପାଇଁ ଡବ୍ଲୁଏଚ୍‌ଓ ଜରୁରୀକାଳୀନ ବିଶେଷଜ୍ଞ ଟିମ୍‌, ପରୀକ୍ଷାଗାର ଏବଂ ଯୋଗାଯୋଗ ସହାୟତା ବ୍ୟବସ୍ଥା ନିୟୋଜିତ କରିଛି । ମାରବର୍ଗକୁ କରୋନାଠାରୁ ଅ ।ହୁରି ମାରାତ୍ମକ ବୋଲି କୁହାଯାଉଛି ।

Leave A Reply

Your email address will not be published.